ଆପଣମାନେ ସମସ୍ତେ ଜାଣିଛନ୍ତି ଚିନ୍ ର ଉହାନ୍ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି।ଭାରତରେ ମଧ୍ୟ ଅନେକ ମୁଣ୍ଡ ନେଲାନି ଏହି ଭାଇରସ।ଏ
ମୁକାବିଲା କରିବାପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ଏକ ରିଲିଫ୍ ପାଣ୍ଠି ଗଠନ କରି ଦେଶବାସୀଙ୍କ ସହାୟତା ଚାହୁଁଛନ୍ତି।ଏଥିରେ ବହୁତ୍ କର୍ମଚାରୀ,ଧନୀ ବ୍ୟକ୍ତି,ଖେଳାଳି, ସେଲିବ୍ରେଟି,ଏବଂ ଦେଶର ଜନତା ଏଥିରେ ଅଂଶଗ୍ରହଣ କରିଛନ୍ତି।
ଏବେ ଏହି ଦୋୖଡରେ ସାମିଲ ହୋଇଛନ୍ତି ଅର୍ଜୁନ ଭଟ୍ଟି।ଯେ କି ଜଣେ ଗଲ୍ଫ ଖେଳାଳି।ଏ
ଯୁବକ ଜଣକ ନିଜର ସମସ୍ତ ପୁରସ୍କାର ବିକ୍ରି କରି ଅର୍ଥ ସହାୟତା କରିଥିବାର ସୂଚନା ମିଳିଛି।ସେ ସମସ୍ତ ପୁରସ୍କାର ବିକ୍ରି କରି ୪.୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଏହି ୧୫ ବର୍ଷୀୟ ଖେଳାଳୀ ଜଣକ ନିଜର ତିନୋଟି ୱାର୍ଲ୍ଡ ଗଲ୍ଫ ଚମ୍ପିୟାନ ଶିପ୍ ଏବଂ ନେସନାଲ ଚମ୍ପିୟାନ ଟ୍ରଫି ବିକ୍ରିକରି ଟଙ୍କା ଯୋଗାଡ କରିଥିବା ଜାଣିବାକୁ ମିଳିଛି।